Vidya Bharati Shiksha Vikas Samiti, Odisha: Sambalpur's District Alumni Meeting was held on Thursday, 17th April 2025 at Saraswati Sishu Vidya Mandir, Hirakud. In this meeting, the Alumni Association Patron Shri. Devendra Kumar Patnaik was present and discussed the form and structure of the Alumni Organization. Along with this, an Alumni Toli was formed in the district.
(Above information in Oriya is detailed below):
ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶା, ସମ୍ବଲପୁର ଜିଲ୍ଲାର ଜିଲ୍ଲା ପୂର୍ବଛାତ୍ର ବୈଠକ ୧୭ ଏପ୍ରିଲ ୨୦୨୫ ଗୁରୁବାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ହିରାକୁଦ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରାନ୍ତ ପୂର୍ବଛାତ୍ର ପାଳକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ପଟ୍ଟନାୟକ ଉପସ୍ଥିତ ରହି ପୂର୍ବଛାତ୍ର ସଂଗଠନର ସ୍ଵରୂପ ଓ ସଂରଚନା ଉପରେ ଆଲୋକପାତ କରିଥିଲେ। ଏଥି ସହ ଜିଲ୍ଲାର ଏକ ପୂର୍ବ ଛାତ୍ର ଟୋଲି ଗଠନ ହୋଇଥଲା।